33.1 C
Bhubaneswar
Saturday, October 5, 2024
Homeଦେଶ ବିଦେଶଏନକାଉଣ୍ଟରରେ ୭ ମାଓବାଦୀ ନିପାତ

ଏନକାଉଣ୍ଟରରେ ୭ ମାଓବାଦୀ ନିପାତ

ଛତିଶଗଡ : ଓଡିଶା ସୀମାନ୍ତ ଛତିଶଗଡରେ ପୁଣି ନକ୍ସଲ ଓ ସୁରକ୍ଷାବାହୀନି ମୁହାମୁହିଁ ହୋଇଛନ୍ତି । ଏଥିରେ ସୁରକ୍ଷାବାହୀନି କୁ ମିଳିଛି ବଡ ସଫଳତା . .. ଏନକାଉଣ୍ଟରରେ ଟଳିଲେ ୭ ମାଓବାଦୀ। ସୁରକ୍ଷା କର୍ମୀଙ୍କ ଗୁଳିରେ ୭ ମାଓବାଦୀ ନିପାତ । ଛତିଶଗଡ ଦନ୍ତେୱାଡା ଜିଲ୍ଲାରେ ବଡ ଅପରେସନ । ଦନ୍ତେୱାଡା ଓ ନାରାୟଣପୁର ଜିଲ୍ଲା ସୀମାରେ ଏନ୍‌କାଉଣ୍ଟର । ମାଓବାଦୀ ପ୍ରତିଆକ୍ରମଣ କରିଥିଲେ ବି ପୋଲିସ କର୍ମଚାରୀ ସୁରକ୍ଷିତ ଅଛନ୍ତି । ସମସ୍ତ ସୁରକ୍ଷା କର୍ମୀ ସୁରକ୍ଷିତ ଥିବା ଦନ୍ତେୱାଡା ଏସ୍‌ପିଙ୍କ ସୂଚନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking