Homeଅପରାଧଭାଉଜକୁ ହତ୍ୟା କଲା ଦିଅର ଅପରାଧଓଡିଶା ଭାଉଜକୁ ହତ୍ୟା କଲା ଦିଅର By Ona Khabara 04/10/2024 Share FacebookTwitterPinterestWhatsAppLinkedinReddItTelegram ଆନନ୍ଦପୁର : ଭାଉଜକୁ ହତ୍ୟା କଲା ଦିଅର । ଗୁଣି ଗାରେଡି ସନ୍ଦେହରେ ହତ୍ୟା ସୂଚନା । ଘସିପୁରା ଥାନା ପାତନା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଭାଉଜକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କଲା ଅଭିଯୁକ୍ତ ଦିଅର । ଘଟଣା ସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ । Share FacebookTwitterPinterestWhatsAppLinkedinReddItTelegram Previous articleଶାରଳା ମନ୍ଦିରରେ ଘିଅ ଯାଞ୍ଚNext articleବିଧାୟକଙ୍କ ଗାଡି ଉପରକୁ ଅଣ୍ଡାମାଡ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ଭିସୁଟରେ ପୁଣି ରାଗିଂ ଅଭିଯୋଗ ଓଡିଶା ବଲାଙ୍ଗିର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓଡିଶା କଳାହାଣ୍ଡିରେ ସ୍କୁଲ, କଲେଜ ଛୁଟି ଅବଧି ବୃଦ୍ଧି ଓଡିଶା ପୁଣି ଠିଆ ହେଲା ଦନ୍ତା ହାତୀ ରାମୁ