28.1 C
Bhubaneswar
Saturday, October 5, 2024
Homeଓଡିଶାନିଲାମ ହେଲା ଅର୍ପଣ ଚାଉଳ

ନିଲାମ ହେଲା ଅର୍ପଣ ଚାଉଳ

ଭୁବନେଶ୍ୱର: ନିଲାମ ହେଲା ଅର୍ପଣ ଚାଉଳ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ସାରା ରାଜ୍ୟରୁ ସଂଗୃହୀତ ଅର୍ପଣ ଚାଉଳକୁ ଶେଷରେ ନିଲାମ କରାଯାଇଛି । କ୍ୱିଣ୍ଟାଲ ପିଛା ୨୭୮୦ ଟଙ୍କାରେ ଏହି ଅର୍ପଣ ଚାଉଳକୁ ନିଲାମ କରାଯାଇଛି । ଅର୍ପଣ ଚାଉଳ ନିଲାମ ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ୧୦ ହଜାର ୩୨୨ କ୍ୱିଣ୍ଟାଲ ଚାଉଳ ନିଲାମ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ମୋଟ ୨କୋଟି ୮୬ ଲକ୍ଷ ଟଙ୍କାରେ ଏହି ଚାଉଳ ନିଲାମ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking