ଭୁବନେଶ୍ୱର : ପୁରୀରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଶେଷ । ଷ୍ଟାଣ୍ଡି କମିଟି ଅଧ୍ୟକ୍ଷ ସିଦ୍ଧାନ୍ତ ମହାପାତ୍ରଙ୍କ ସୂଚନା । ଶ୍ରୀମନ୍ଦିର ସୁରକ୍ଷା ଓ ମରାମତି ନେଇ ଆଲୋଚନା । ଖୁବଶୀଘ୍ର ଜେଟିପି ପଦବୀ ପୂରଣ ହେବ । ସ୍ୱତନ୍ତ୍ର ବାଟାଲିୟନ ଖୁବଶୀଘ୍ର ନିଯୁକ୍ତି ହେବେ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ନେଇ ଲାଗିପାରେ କଟକଣା ।