28.1 C
Bhubaneswar
Friday, September 27, 2024
Homeଓଡିଶାସୁଭଦ୍ରା ସହାୟତା ରାଶି ମିଳିବ ଆଜି ଆସିପାରେ ତାରିଖ

ସୁଭଦ୍ରା ସହାୟତା ରାଶି ମିଳିବ ଆଜି ଆସିପାରେ ତାରିଖ

ଭୁବନେଶ୍ୱର : ‘ସୁଭଦ୍ରା’ ଯୋଜନାକୁ ନେଇ ଆସିଲା ବଡ ଖବର । ‘ସୁଭଦ୍ରା’ ସହାୟତା କିସ୍ତି ଅପେକ୍ଷାରେ ଥିବା ମହିଳାଙ୍କ ପାଇଁ ଶୁକ୍ରବାର ଆସିଛି ଶୁଶି ଖବର । କେଉଁ ଦିନ ସୁଭଦ୍ରା ସହାୟତା ରାଶି ମିଳିବ ଆଜି ଆସିପାରେ ତାରିଖ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ତାରିଖ ଘୋଷଣା କରିପାରନ୍ତି । ସେପ୍ଟେମ୍ବର ୧୭ ତାରିଖ ଦିନ ‘ସୁଭଦ୍ରା’ ଯୋଜନା ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେହିଦିନ ୨୫ ଲକ୍ଷରୁ ଅଧିକ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଥିଲା । ଏବେ ଆବେଦନ ୯୭ ଲକ୍ଷ ଟପିଥିବା ବେଳେ କିସ୍ତି ଅପେକ୍ଷାରେ ରହିଛନ୍ତି ହିତାଧିକାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking