19.1 C
Bhubaneswar
Sunday, February 15, 2026
Homeଓଡିଶାହୀରାକୁଦ : ଖୋଲିଲା ଆଉ ୨ ଗେଟ

ହୀରାକୁଦ : ଖୋଲିଲା ଆଉ ୨ ଗେଟ

ସମ୍ବଲପୁର : ହୀରାକୁଦରେ ଖୋଲିଲା ଆଉ ୨ ଗେଟ । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାର ମଧ୍ୟକୁ ଅଧିକ ପରିମାଣର ଜଳ ପ୍ରବେଶ କରୁଛି। ଫଳରେ ଆଉ ୨ଟି ଗେଟ ଖୋଲାଯାଇଛି। ଗତ ସନ୍ଧ୍ୟାରେ ୨ଟି ଗେଟ ଖୋଲା ଯାଇଥିବା ବେଳେ ଏବେ ମୋଟ ୪ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୭୧ ହଜାର ୩୪୩ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଛି। ଜଳଭଣ୍ଡାରର ଜଳସ୍ତର ୬୩୦ ଫୁଟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking