27.1 C
Bhubaneswar
Tuesday, September 24, 2024
Homeଓଡିଶାଆଗକୁ ଅନେକ ଶିଳ୍ପ ଓହରିବେ : ବିଜେଡି

ଆଗକୁ ଅନେକ ଶିଳ୍ପ ଓହରିବେ : ବିଜେଡି

ଭୁବନେଶ୍ୱର :  ଓଡିଶାରୁ ଜେଏସଡବ୍ଲୁ ଇଭି ପ୍ରକଳ୍ପ ସ୍ଥାନାନ୍ତର ପ୍ରସଙ୍ଗ । ବିଜେଡି ନେତା ପ୍ରଶାନ୍ତ ମୁଦୁଲିଙ୍କ ପ୍ରତିକ୍ରିୟା । ବିଜେଡି ସମୟରେ ଶିଳ୍ପ ପ୍ରତିଷ୍ଠା ପାଇଂ ବାତାବରଣ ସୃଷ୍ଟି ହୋଇଥିଲା । ପୁଞ୍ଜି ନିବେଶ ପାଇଁ ସୁଯୋଗ ସୃଷ୍ଟି ହୋଇଥିଲା । ଓଡିଶାକୁ ଆସୁଥିଲେ ବହୁ ଶିଳ୍ପ ଅନୁଷ୍ଠାନ । ସରକାରର ସ୍ଥିରତା ଓ ସହେଯାଗ ପାଇଁ ସମ୍ଭବ ହୋଇଥିଲା । ନୂଆ ସରକାର ଆସିବା ପରେ ଖରାପ ସମୟ ଆସିଛି । ଆଗକୁ ଅନେକ ଶିଳ୍ପ ଓଡିଶାରୁ ଓହରି ଯିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking