30.1 C
Bhubaneswar
Saturday, September 21, 2024
Homeଓଡିଶାଭରତପୁର ମାମଲା; ୭ ଜଣ ଗିରଫ

ଭରତପୁର ମାମଲା; ୭ ଜଣ ଗିରଫ

ଭୁବନେଶ୍ୱର : ମେଜରଙ୍କ ବାନ୍ଧବୀଙ୍କୁ ମାଡ ଓ ଦୁର୍ବ୍ୟବହାର ମାମଲା । ଅତିରିକ୍ତ ଡିସିପି କୃଷ୍ଣ ପ୍ରସାଦ ଦାସଙ୍କ ସୂଚନା । ଭରତପୁର ଘଟମାରେ ୭ ରୋଡରୋମିଓ ଗିରଫ । ସମସ୍ତ ଗିରଫ ଅଭିଯୁକ୍ତ ଇଞ୍ଜିନିୟରିଂ ଛାତ୍ର । ସୁନ୍ଦରପୁର ରାସ୍ତାରେ ଅଙ୍କିତାଙ୍କ ସହ ଗଣ୍ଡଗୋଳ ହୋଇଥିଲା । ୧୧ ମୋବାଇଲ ଓ ଗୋଟିଏ ଗାଡି ଜବତ ହୋଇଛି । ଭରତପୁର ଆଇଆଇସିଙ୍କ ଏତଲା ଆଧାରରେ ଗିରଫ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking