28.1 C
Bhubaneswar
Thursday, September 19, 2024
Homeଓଡିଶାଗୋଷ୍ଠୀ ସଂଘର୍ଷ : କର୍ଫ୍ୟୁ ଲାଗୁ

ଗୋଷ୍ଠୀ ସଂଘର୍ଷ : କର୍ଫ୍ୟୁ ଲାଗୁ

ଭଦ୍ରକ : ଗୁଡୁପୋଖରୀ ବଜାରରେ ଗୋଷ୍ଠୀ ସଂଘର୍ଷ । ଅଞ୍ଚଳରେ ଲାଗୁ ହେଲା ବିଏନଏସଏସ ୧୩୬ ଧାରା । କାଲି ସକାଳ ୧୦ ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁ । ଅଞ୍ଚଳରେ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ । ଗୋଷ୍ଠୀ ସଂଘର୍ଷରେ ୪ ଆହତ, ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଧାମନଗର ବ୍ଲକ ଗୁଡୁପୋଖରୀ ବଜାରରେ ଘଟିଛି ଏଭଳି ଘଟଣା । ଘଟଣା ସ୍ଥାନରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking