28.1 C
Bhubaneswar
Friday, September 20, 2024
Homeଓଡିଶାଓଡିଶାକୁ ୩୯୦୦ କୋଟି ଭେଟି

ଓଡିଶାକୁ ୩୯୦୦ କୋଟି ଭେଟି

ଭୁବନେଶ୍ୱର : ପିଏମ୍ ଆବାସ ଯୋଜନାର ଶୁଭାରମ୍ଭ କଲେ ପ୍ରାଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ପ୍ରମାଣପତ୍ର । ୨୬ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ଘର ଚାବି । ଆବାସର ପ୍ରଥମ କିସ୍ତି ୩୧୮୦ କୋଟି ଟଙ୍କା ମିଳିଲା । ଆବାସ ସହ ରେଳ ଓ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ । ଓଡିଶାକୁ ୩୯୦୦ କୋଟିର ଭେଟିଦେଲେ ମୋଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking