29.4 C
Bhubaneswar
Wednesday, June 10, 2026
Homeଓଡିଶାସରକାରୀ ଦୋକାନରେ ନକଲି ମଦ

ସରକାରୀ ଦୋକାନରେ ନକଲି ମଦ

ଭୁବନେଶ୍ୱର: ଚିକିଟି ମଦ ମୁୃତୁ୍ୟକୁ ନେଇ ସରକାରଙ୍କୁ ବିରୋଧୀ ନିକଟରେ ଘେରିଥିବାବେଳେ ଏବେ ସରକାରଙ୍କୁ ଘେରିବାକୁ ଆଉ ଏକ ମୌକା ମିଳିଯାଇଛି । କାରଣ ଏବେ ସରକାରୀ ମଦ ଦୋକାନରେ ନକଲି ମଦ ମିଳିଛି । ସେ ପୁଣି ରାଜଧାନୀ ଭୁବନେଶ୍ୱରରେ । ବରମୁଣ୍ଡାସ୍ଥିତ ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରାଯାଇଛି । ଅବକାରୀ ଟିମ ଚଢ଼ଉ କରି ନକଲି ମଦ ଜବତ କରିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking