28.1 C
Bhubaneswar
Thursday, September 19, 2024
Homeଓଡିଶାଆସିବ କାମଧେନୁ ଯୋଜନା

ଆସିବ କାମଧେନୁ ଯୋଜନା

ଭୁବନେଶ୍ୱର : ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ପଦକ୍ଷେପ । ଲାଗୁହେବ ମୁଖ୍ୟମନ୍ତ୍ରୀ କାମଧେନୁବ ଯୋଜନା । ଜାତୀୟ ମୌସୁମୀ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା । କାମଧେନୁ ଯୋଜନାରେ ଖର୍ଚ୍ଚ ହେବ ୧୪ ଶହ ୨୪ କୋଟି ଟଙ୍କା । ରାଜ୍ୟରେ ପଶୁ ସମ୍ପଦ କ୍ଷେତ୍ରରେ ହେବ ବିକାଶ । ଗାଈଗୋରୁଙ୍କ ସ୍ୱାସ୍ଥ୍ୟ ଓ ଚିକିସôା ଲାଗି ଗୋ ମାତା ଯୋଜନା । ବୁଲା ଗାଈଗୋରୁଙ୍କ ଲାଗି ମୁଖ୍ୟମନ୍ତ୍ରୀ ପ୍ରାମୀ କଲ୍ୟାଣ ଯୋଜନା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking