28.1 C
Bhubaneswar
Thursday, September 19, 2024
Homeଓଡିଶାଭର୍ତ୍ତୃହରିଙ୍କୁ ସୌମ୍ୟଙ୍କ କଟାକ୍ଷ

ଭର୍ତ୍ତୃହରିଙ୍କୁ ସୌମ୍ୟଙ୍କ କଟାକ୍ଷ

ଭୁବନେଶ୍ୱର : ସାଂସଦ ଭର୍ତ୍ତୃହରି ମହତାବଙ୍କ ଆଲେଖ୍ୟ । କଟାକ୍ଷ କଲେ ସୌମ୍ୟରଞ୍ଜନ ପଟ୍ଟନାୟକ ।  ଭର୍ତ୍ତୃହରିଙ୍କ ଅହଂକାର ବଢିଗଲାଣି । ନିଜେ ଦେଇଥିବା ମତ ଉପରେ ପୁନଃ ବଚାର କରନ୍ତୁ । ସେ ରେଭେନ୍ସା ଛାତ୍ର ଥିଲେ,ଇଂରାଜୀରେ ଡିଗ୍ରୀ କରିଛନ୍ତି । ୭ ଥର ନିର୍ବାଚନ ଜିତିଛନ୍ତି, ବିଲକୁଲ ହାରିନାହାନ୍ତି । ହାରୁ ପାର୍ଟି ଜିତା ପାର୍ଟି ପାଇଁ କହିବା ଉଚିତ ନୁହେଁ । ଯାହା ଲେଖିଛନ୍ତି ମୁଁ ସେଥିରେ ଏକମତ ନୁହେଁ । ମତ ପରିବର୍ତ୍ତନ କରିବାରେ ଅସୁବିଧା କଣ ଅଛି ? । ଲୋକେ ମତ ପରିବର୍ତ୍ତନ କରିନଥିଲେ ସରକାର ବଦଳିଥାନ୍ତା କି ? । ମତ ପରିବର୍ତ୍ତନ କରିବାକୁ ଆମେ ଆହ୍ୱାନ କରବା । ମୋର ବିଶ୍ୱାସ ଭର୍ତ୍ତୃହରି ଏ ନେଇ ଥରେ ଚିନ୍ତା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking