28.1 C
Bhubaneswar
Thursday, September 19, 2024
Homeଓଡିଶାସରକାର ନିଷ୍ପତ୍ତି ନେବାରେ ବିଫଳ : ପ୍ରତାପ

ସରକାର ନିଷ୍ପତ୍ତି ନେବାରେ ବିଫଳ : ପ୍ରତାପ

ଭୁବନେଶ୍ୱର : ଜୟନାରାୟଣଙ୍କ ମନ୍ତବ୍ୟକୁ ନେଇ କଡା ପ୍ରତକ୍ରିୟା ଦେଲେ ପ୍ରତାପ ଦେବ । ସରକାରରେ ଥାଇ କାହାକୁ ପ୍ରଶ୍ନ କରୁଛନ୍ତି ବୋଲିି ପଚାରିଲେ ପ୍ରତାପ । ତାଙ୍କ ସରକାର,ତାଙ୍କ ହାତରେ ପୋଲିସ, ତାଙ୍କ ହାତରେ ଆଇନ । ପ୍ରଶ୍ନ ପଚାରୁଛନ୍ତି କାହାକୁ, ସ୍ପଷ୍ଟ ଯେ ସରକାର ନିଷ୍ପତ୍ତି ନେବାରେ ବିଫଳ । କଥା ଆଗେ କହୁଛନ୍ତି, ଚିନ୍ତା ପରେ କରୁଛନ୍ତି ବୋଲି କହିଲେ ପ୍ରତାପ । ବାମ ହାତ କଣ କହୁଛି ଡାହାଣ ଜାଣୁନି, ଜାହାଣ କଣ କରୁଛି ବାମ ଜାମୁନି । ଦୁଇ ହାତ କମ କରୁଛନ୍ତି ସେ କଥା ମୁଣ୍ଡ ଜାଣି ପାରୁନି । ଆଜି ସେ ସିବିଆଇ ତଦନ୍ତ ଦାବି କରୁଛନ୍ତି କାହାକୁ ପ୍ରଶ୍ନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking