28.1 C
Bhubaneswar
Thursday, September 19, 2024
Homeଓଡିଶାନିର୍ମାଣ ହେବ ଦୟା ନଦୀ ଜଳଭଣ୍ଡାର

ନିର୍ମାଣ ହେବ ଦୟା ନଦୀ ଜଳଭଣ୍ଡାର

ଭୁବନେଶ୍ୱର : ଡେଲାଙ୍ଗରେ ୫ଟିି ମେଗା ପାନୀୟ ଜଳ ପ୍ରକଳ୍ପ ହେବ କହିଲେ ମନ୍ତ୍ରୀ । ପିିପିଲି ବିଧାୟକ ଆଶ୍ରିତ କୁମାର ପଟ୍ଟନାୟକଙ୍କ ପ୍ରଶ୍ନରେ ପାନୀୟ ଜଳ ମନ୍ତ୍ରୀ ରବି ନାଏକଙ୍କ ଉତ୍ତର । ଦୟା ନଦୀରୁ ଜଳ ଉଠାଣ ପାଇଁ ହେବ ପ୍ରକଳ୍ପ । ଦୟା ନଦୀ ଜଳଭଣ୍ଡାର ନିର୍ମାଣ ହେବ କହିଲେ ମନ୍ତ୍ରୀ । ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଠିକ୍ ସମୟରେ ସର୍ଭେ,ଡିପିଆର ପ୍ରସ୍ତୁତ ହୋଇନାହିଁ । ଯେତେ ଚେଷ୍ଟା କଲେ ବି କିଛି ପ୍ରକଳ୍ପ ୨୦୨୬ରେ ସରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking