15.1 C
Bhubaneswar
Friday, December 19, 2025
Homeଓଡିଶାବୁଡିଗଲେ ୨ ଭାଇ ; ଜଣେ ମୃତ

ବୁଡିଗଲେ ୨ ଭାଇ ; ଜଣେ ମୃତ

ସୋର : ମୂର୍ତ୍ତି ବସର୍ଜନ ବେଳେ ଅଘଟଣ । ପୋଖରୀ ପାଣୀରେ ବୁଡିଯାଇ ନାବାଳକ ମୃତ । ବାଲେଶ୍ୱର ଜିଲ୍ଲା କୁଳିଗାଁ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ଭାଇ ମୂର୍ତ୍ତ ବସର୍ଜନ କରବା ପାଇଁ ଯାଇଥିଲେ । ଜଣେ ଭାଇ ଗୁରୁତର, ମେଡିକାଲରେ ଭର୍ତ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking