25.1 C
Bhubaneswar
Sunday, December 21, 2025
Homeଓଡିଶାଭିଜିଲାନ୍ସ ଜାଲରେ ସିଡିପିଓ

ଭିଜିଲାନ୍ସ ଜାଲରେ ସିଡିପିଓ

ରାଜଗାଙ୍ଗପୁର : ଲାଞ୍ଚ ନେଇ କୁତ୍ରା ସିଡିପିଓ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କୁତ୍ରା ସିଡିପିଓ ଜୟଶ୍ରୀ ପଟ୍ଟନାୟକ ଅଙ୍ଗନବାଡି କର୍ମୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଧରିଥିଲା ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking