28.1 C
Bhubaneswar
Friday, April 3, 2026
Homeଓଡିଶାମହିଳାଙ୍କୁ ଠକୁଛନ୍ତି ସରକାର : ପ୍ରମିଳା

ମହିଳାଙ୍କୁ ଠକୁଛନ୍ତି ସରକାର : ପ୍ରମିଳା

ଭୁବନେଶ୍ୱର : ସୁଭଦ୍ରା ଯୋଜନାକୁ ନେଇ ବିଜେଡିର ପ୍ରତିକ୍ରିୟା । ମହିଳାମାନଙ୍କୁ ସରକାର ଠକୁଛନ୍ତି ବୋଲି କହିଲେ ପ୍ରମିଳା ମଲ୍ଲିକ । ୧ କୋଟି ମହିଳାଙ୍କୁ ଟଙ୍କା ଦେବେ କହିବା ମିଛ । ମିଛ କଥା କହି ଲୋକଙ୍କୁ ଠକୁଛନ୍ତି ସରକାର । ପଞ୍ଚାୟତ ନିର୍ବାଚନରେ ଭୋଟ୍ ନେବାକୁ ଯୋଜନା । ଜଣେ ମହିଳା ୫ ହଜାର ଟଙ୍କାରେ କଣ କରିବ ? ଏଥିରେ ମହିଳାଙ୍କ ଆର୍ଥିକ ଉନ୍ନତି ହୋଇପାରିବନାହିଁ ।

ରାଜ୍ୟ କ୍ୟାବିନେଟରେ ସୁଭଦ୍ରା ଯୋଜନାରେ ବାଜିଲା ମୋହର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking