17.1 C
Bhubaneswar
Sunday, December 7, 2025
Homeଓଡିଶାବରିଷ୍ଠ ଆଇଏଏସ୍ ଅଫିସର୍ ସ୍ତରରେ ଅଦଳ ବଦଳ

ବରିଷ୍ଠ ଆଇଏଏସ୍ ଅଫିସର୍ ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ଅଫିସର୍ ସ୍ତରରେ ଆଜି ବଡଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜାରି ବିଜ୍ଞପ୍ତି ଅନୁସାରେ….
୧) ସତ୍ୟବ୍ରତ ସାହୁ – (ଥିଲେ) – ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନର ଅତିରିକ୍ତ ସଚିବ- (ହେଲେ) – ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ
୨) ଦେଓରଞ୍ଜନ କୁମାର ସିଂହ – (ଥିଲେ) – ଇସ୍ପାତ ଓ ଖଣି ବାଭଗର ଅତିରିକ୍ତ ସଚିବ – (ହେଲେ) – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବ
୩) ସୁରେନ୍ଦ୍ର କୁମାର – (ଥିଲେ) – ଅଭିଯୋଗ ପ୍ରକୋଷ୍ଠର ଅତିରିକ୍ତ ସଚିବ – (ହେଲେ) – ଇସ୍ପାତ ଓ ଖଣି ବାଭଗର ଅତିରିକ୍ତ ମୁଖ୍ୟ ସଚିବ
୪) ହେମନ୍ତ ଶର୍ମା – (ଥିଲେ) – ଶିଳ୍ପ ବିଭାଗର ପ୍ରମୁଖ ସଚିବ- (ହେଲେ) – ଶକ୍ତି ବିଭାଗର ପ୍ରମୁଖ ସଚିବ
୫) ବିଷ୍ଣୁପଦ ସେଠୀ – (ଥିଲେ) – ସାମାଜିମ ସୁରକ୍ଷା ବିଭାଗର ପ୍ରମୁଖ ସଚିବ – (ହେଲେ) – ଏସ୍‌ଟି ଏବଂ ଏସ୍‌ସି ବିଭାଗର ପ୍ରମୁଖ ସଚିବ
୬) ଉଷା ପାଢ଼ୀ – (ଥିଲେ) – ଦକ୍ଷତା ବିକାଶ ବିଭାଗର ପ୍ରମୁଖ ସଚିବ – (ହେଲେ)- ଗୃହ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ
୭) ବିଶାଲ ଗଗନ- (ଥିଲେ) – ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ – (ହେଲେ) – ନୂଆଦିଲ୍ଲୀର ପ୍ରମୁଖ ଆବାସିକ କମିଶନର
୮) ଏନ୍‌ବିଏସ୍ ରାଜପୁତ୍ -(ଥିଲେ) – ରାଜ୍ୟପାଳଙ୍କ ପ୍ରମୁଖ ସଚିବ -(ହେଲେ) – ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ
୯) ଶାଳୀନ ପଣ୍ଡିତ -(ଥିଲେ) – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆୟୁକ୍ତ ତଥା ସଚିବ – (ହେଲେ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରଆୟୁକ୍ତ ତଥା ସଚିବ
୧୦) ଏସ୍ ଅଶ୍ୱଥି – (ଥିଲେ) – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆୟୁକ୍ତ ତଥା ସଚିବ -(ହେଲେ) – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ
୧୧) ରୂପା ରୋଶନ ସାହୁ – (ଥିଲେ) – ଏସ୍‌ଟି ଏବଂ ଏସ୍‌ସି ବିଭାଗର ଆୟୁକ୍ତ ତଥା ସଚିବ- (ହେଲେ) – ଦକ୍ଷିଣାଞ୍ଚଳର ଆରଡିସି, ବ୍ରହ୍ମପୁର
୧୨) ସଚିନ୍ ରାମଚନ୍ଦ୍ର ଯାଦବ – (ଥିଲେ) – ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ – (ହେଲେ) – ଉତ୍ତରାଞ୍ଚଳ ଆରଡିସି, ସମ୍ବଲପୁର
୧୩) ବଲଓ୍‌ବନ୍ତ ସିଂ – (ଥିଲେ) – ଓଡ଼ିଶା ମାଇନିଙ୍ଗ କରପୋରେସନ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ – (ହେଲେ)- ପର୍ଯ୍ୟଟନ ବିଭାଗର ଆୟୁକ୍ତ ତଥା ସଚିବ
୧୪) ୟାମିନ୍ ଷଡ଼ଙ୍ଗୀ – (ଥିଲେ) – ଓଡ଼ିଶଶ ଆଦର୍ଶ ବିଦ୍ୟାଳୟର ସ୍ୱତନ୍ତ୍ର ସଚିବ – (ହେଲେ) – ବାଣିଜ୍ୟ ଏବଂ ଜିଏସ୍‌ଟି ବିଭାଗର କମିଶନର
୧୫) ବି. ପରମେଶ୍ୱରନ୍ – (ଥିଲେ) – ଭୁବନେଶ୍ୱର କମିଶନର କନ୍‌ସୋଲିଡେସନ୍ – (ହେଲେ) – ରାଜ୍ୟସ୍ୱ ଉପଖଣ୍ଡ କମିଶନର କଟକ
୧୬) ନୁନ୍‌ସାବତ୍ ତିରୁମାଲା ନାୟକ – (ଥିଲେ) – ଅତିରିକ୍ତ ମୁଖ୍ୟ ଇଲୋକ୍ଟ୍ରାଲ ଅଧିକାରୀ – (ହେଲେ) ଭୁବନେଶ୍ୱର ମହାନଗର ନିଗମର ଉପାଧ୍ୟକ୍ଷ
୧୭) ସମର୍ଥ ବର୍ମା – (ଥିଲେ) – ଶମ୍ର ବିଭାଗର ଅତିରିକ୍ତ ସଚିବ – (ହେଲେ) – ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ
ଓଟିଡିସି ଏବଂ ଓଡ଼ିଶା ଫିଲ୍ମ ଡେଭଲପମେଂଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ
୧୮) ଅନନ୍ୟା ଦାସ – (ଥିଲେ) – ବୟନ, ହସ୍ତତନ୍ତ ଓ ଭିନ୍ନକ୍ଷମ ବିଭାଗର ଯୁଗ୍ମ ସଚିବ – (ହେଲେ) – ଓଡ଼ିଶା ବିଦ୍ୟାଳୟ, ଶିକ୍ଷା କାର୍ଯ୍ୟକ୍ରମ କତ୍ତୃପକ୍ଷର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking