27.1 C
Bhubaneswar
Tuesday, March 31, 2026
Homeଓଡିଶାବଜ୍ରପାତରେ ମହିଳା ଶ୍ରମିକ ମୃତ

ବଜ୍ରପାତରେ ମହିଳା ଶ୍ରମିକ ମୃତ

ବ୍ରହ୍ମଗିରି : ବଜ୍ରପାତରେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲା ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଏମିତି ଘଟଣା । ମୃତକଙ୍କ ବୟସ ୫୫ ହେବ ବୋଲି ଅନୁମାନ କରାଯାଉଛି। ବିଲରେ ଧାନ ରୋଉଥିବା ସମୟରେ ବଜ୍ରପାତରେ ତାଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ଅନ୍ୟ ୨ ମହିଳା ଶ୍ରମିକ ଆହତ ହୋଇଛନ୍ତି ।

ଆସନ୍ତା ୨୦ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking