ମୁମ୍ବାଇ: ରିଲାଏନ୍ସ ଡିଜିଟାଲ ପକ୍ଷରୁ ଭାରତର ସବୁଠୁ ବଡ ଇଲେକ୍ଟ୍ରୋନିକ୍ସ ବିକ୍ରୟ କାର୍ଯ୍ୟକ୍ରମ ‘ଡିଜିଟାଲ ଇଣ୍ଡିଆ ସେଲ୍ ସମ୍ପର୍କରେ ଘୋଷଣା କରାଯାଇଛି । ଏହି ସେଲ୍ ପ୍ରକ୍ରିୟା ସମୟରେ ଗ୍ରାହକମାନେ ରିଲାଏନ୍ସ ଡିଜିଟାଲ୍ ଏବଂ ‘ମୋ ଜିଓ’ ଷ୍ଟୋରଗୁଡିକରେ ଆଶ୍ଚର୍ଯ୍ୟଜନକ ଅଫର ପାଇପାରିବେ । ସେହିପରି ଦୋକାନୀମାନେ ମଧ୍ୟ ସମସ୍ତ ଇଲେକ୍ଟ୍ରୋନିକ୍ସ ପ୍ରଡକ୍ଟ ଉପରେ ୨୫% ପର୍ଯ୍ୟନ୍ତ ରିହାତି ସହ ଗ୍ରାହକଙ୍କୁ ନମନୀୟ ଇଏମ୍ଆଇ ବିକଳ୍ପ ସହିତ ସହଜ ଅର୍ଥ ପୈଠର ମଧ୍ୟ ସୁବିଧା ପାଇପାରିବେ । ଅଗଷ୍ଟ ୧୮, ୨୦୨୪ ପର୍ଯ୍ୟନ୍ତ ଦେଶବ୍ୟାପୀ ସମସ୍ତ ରିଲାଏନ୍ସ ଡିଜିଟାଲ୍ ଷ୍ଟୋରରେ ‘ଡିଜିଟାଲ ଇଣ୍ଡିଆ ସେଲ୍’ ଅନ୍ତର୍ଗତ ଏହି ସୁବିଧା ମିଳିପାରିବ ।
ରିଲାଏନ୍ସ ଡିଜିଟାଲ୍ର ଏହି ଅଫର୍ଜନିତ କାରବାର ମଧ୍ୟରେ, ୫୫-ଇଞ୍ଚ୍ ଏଚ୍ୟୁଡି ଟିଭିଗୁଡ଼ିକ ମାତ୍ର ୨୯,୯୯୦ ରୁ ଆରମ୍ଭ ହେଉଛି, ଆଇଫୋନ୍ ୧୩ ମାତ୍ର ୪୭,୬୦୦ ଟଙ୍କା ମୂଲ୍ୟରେ ଏବଂ ଆଇଫୋନ୍ ୧୫ ମାତ୍ର ୬୩,୬୦୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । କେବଳ ୩୯,୯୯୯ରୁ ଆରମ୍ଭ ହେଉଥିବା ଇଣ୍ଟେଲ କୋର ଆଇ-୫ ଲାପଟପ୍ କିଣିବାର ଲାଭ ପାଇପାରିବେ । ଏତଦ୍ବ୍ୟତୀତ କେବଳ ୪୮,୯୯୦ ଟଙ୍କା ମୂଲ୍ୟରେ ସାଇଡ୍ ରେଫ୍ରିଜରେଟର ଉପଲବ୍ଧ ହେବ । ଟପ୍ ଲୋଡ୍ ୱାଶିଂ ମେସିନ୍ ମାତ୍ର ୧୯,୯୯୦ ଟଙ୍କାରେ, ବ୍ରାଣ୍ଡେଡ୍ ଏସିଗୁଡ଼ିକ ଉପରେ ୬,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିପାରିବ । ଏହି ଅସାଧାରଣ ଡିଲ୍ଜନିତ୍ ସେଲ୍କୁ ହାତଛଡା କରନ୍ତୁ ନାହିଁ । ଭାରତର ଅଗ୍ରଣୀ ବୈଷୟିକ ଗନ୍ତବ୍ୟସ୍ଥଳ ରିଲାଏନ୍ସ ଡିଜିଟାଲ୍ରେ ଅସମାନ୍ତରାଳ ଗୁଣବତ୍ତା, ସୁଲଭତାଯୁକ୍ତ ସାମଗ୍ରୀ କିଣି ନିଜ ଜୀବନଶୈଳୀକୁ କିଛି ଭିନ୍ନତା ଦେବାର ଅପୂର୍ବ ସୁଯୋଗର ଲାଭ ଉଠାନ୍ତୁ ।
ରିଲାଏନ୍ସ ଡିଜିଟାଲ୍ ବିଷୟରେ: ରିଲାଏନ୍ସ ଡିଜିଟାଲ୍ ହେଉଛି ଭାରତର ସର୍ବବୃହତ ଇଲେକ୍ଟ୍ରୋନିକ୍ସ ରିଟେଲର୍ସ, ଯାହାକି ୮୦୦ ରୁ ଅଧିକ ସହରରେ ୬୨୦ରୁ ଊର୍ଦ୍ଧ୍ୱ ବୃହତ୍ ଫର୍ମାଟ୍ ରିଲାଏନ୍ସ ଡିଜିଟାଲ୍ ଷ୍ଟୋର୍ ଆକାରରେ ଉପଲବ୍ଧ । ଏତଦ୍ବ୍ୟତୀତ ଦେଶବ୍ୟାପୀ ରହିଥିବା ୧୮୦୦ରୁ ଊର୍ଦ୍ଧ୍ୱ ‘ମୋ ଜିଓ’ ଷ୍ଟୋର୍ ଉପସ୍ଥିତି, ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ଗ୍ରାହକଙ୍କୁ ସେବା କରି ଅତ୍ୟାଧୁନିକ କୌଶଳ ଉପଲବ୍ଧ କରାଇଥାଏ । ରିଲାଏନ୍ସ ଡିଜିଟାଲ ନିଜର ସମସ୍ତ ଗ୍ରାହକଙ୍କୁ ୩୦୦ରୁ ଅଧିକ ଅନ୍ତର୍ଜାତୀୟ ଏବଂ ଜାତୀୟ ବ୍ରାଣ୍ଡ୍ ଏବଂ ୫୦୦୦ ରୁ ଅଧିକ ଉତ୍ପାଦ ସହିତ ସର୍ବୋତ୍ତମ ମୂଲ୍ୟରେ, ମଡେଲଗୁଡିକର ସର୍ବ ବୃହତ ଚୟନ ବିକଳ୍ପ ଦେଇଥାଏ, ଯାହାକି ଗ୍ରାହକମାନଙ୍କୁ ସେମାନଙ୍କ ଜୀବନଶ ଶୈଳୀ ପାଇଁ ସଠିକ୍ ଟେକ୍ନୋଲୋଜି ସମାଧାନ ଖୋଜିବାରେ ସାହାଯ୍ୟ କରିବ ।