37.1 C
Bhubaneswar
Friday, May 15, 2026
Homeଓଡିଶାସୁକିନ୍ଦା ଖଣି ଉପତ୍ୟକାରେ ବନ୍ଦ ଥିବା ଖଣି ଚାଲୁ କରିବା ପାଇଁ ଜୋର ଧରିଲା

ସୁକିନ୍ଦା ଖଣି ଉପତ୍ୟକାରେ ବନ୍ଦ ଥିବା ଖଣି ଚାଲୁ କରିବା ପାଇଁ ଜୋର ଧରିଲା

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା ରେ ବନ୍ଦ ଥିବା ଖଣି ଚାଲୁ କରି ଚଟେଇ ହୋଇ ଥିବା ଶ୍ରମିକ ମାନଙ୍କୁ ନିଯୁକ୍ତି ଦେବା ଦାବି ଜୋର ଧରିଛି ସୋମ ବାର ସୁକିନ୍ଦା ରିଜୀୟନ କ୍ରୋମାଇଟ ଖଦାନ ମଜଦୂର ସଂଘ୍ ର ସଭପତି ତଥା ପୂର୍ବ ତନ ମନ୍ତ୍ରୀ ଇ ପ୍ରୀତି ରଂଜନ ଘଡେଇ ଙ୍କ ନେତୃତ୍ଵ ଖଣି ଶ୍ରମିକ ମାନଂକ ଏକ ରlଲି ବହାରି ବିଭନ୍ନ ଖଣି କର୍ତ୍ତୃପକ୍ଷ ଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ ଟାଟା, କମର୍ଦା ଏବଂ ସାରୁଆବିଲ ସ୍ଥିତ କ୍ରୋମାଇଟ୍ ଖଣିକୁ ପୁଣି ଥରେ ଚାଲୁ କରିବା ପାଇଁ ସୁକିନ୍ଦା ରିଜିୟନ କ୍ରୋମାଇଟ୍ ଖଦାନ ମଜଦୁର ସଂଘ(SRCKMS) ଦାବି କରିଛି। ଏହାସହ ସେହି ସବୁ ଖଣିରେ କାମ କରୁଥିବା ଶ୍ରମିକ ମାନଙ୍କୁ ପୁଣି ଥରେ ନିଯୁକ୍ତି ଦେବା ପାଇଁ ସଂଘ ଦାବି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking