32.1 C
Bhubaneswar
Thursday, February 12, 2026
Homeଓଡିଶାକୋରାଇ ବ୍ଲକର ଆଇନ ସଚେତନତା ଶିବିର

କୋରାଇ ବ୍ଲକର ଆଇନ ସଚେତନତା ଶିବିର

ଯାଜପୁର : ଯାଜପୁର ଜିଲ୍ଲାର କୋରେଇ ବ୍ଲକ ରେ ଓଡ଼ିଆ ରାଜ୍ୟ ମହିଳା କମିଶନ ଓ ଜିଲ୍ଲା ସମାଜ ମଙ୍ଗଜ ବିଭାଗ ମିଳିତ ଆନୁକୂଲ୍ୟରେ ବ୍ୟାସନଗର ସଂକୃତି ଭବନ ରେ ବ୍ଲକ ସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇ ଥିଲା ଏହି ଉତ୍ସବ କୁ କୋରେଇ ବିଧାୟକ ଆକାଶ ଦାସ ନାୟକ ଆନୁଷ୍ଠାନିକ ଭାବ ରେ ଉଡୁଘାଟନ କରି ଥିଲେ l ରାଜ୍ୟ ମହିଳା କମିଶନ ର ଅଧ୍ୟକ୍ଷl ଡ଼ ମିନତୀ ବେହେରା ଓ ପରମାଷ୍ୟ ଦାତା ଡ଼ ଏନ, ଟୁନା ସାହୁ ପ୍ରମୁଖ ଯୋଗ ଦେଇ ଯୌତୁକ ନିର୍ଯ୍ୟାତନା ଆଇନ 1961 ମହିଳା ସୁରକ୍ଷା ଆଇନ 2005 ପୋସ୍କ ଆଇନ 2012, ଯୌନ ନିର୍ଯ୍ୟାତନା ନା ବାଳିକା ବିବାହ ଆଇନ ସାଇବର ଅପରାଧ ରେ ପୋଲିସ ର ଭୂମିକା ଓ କ୍ଷତି ପୂରଣ ଆଇନ ଘୋରେଇ ନିର୍ଯ୍ୟାତନା ଆଇନ ସମ୍ପର୍କ ପ୍ରାଞ୍ଜଳ ଭାବ ରେ ବୁଝେଇ ଥିଲେ l ଏହି କାର୍ଯ୍ୟକ୍ରମ ରେ ବିଜୟନୀ ସିଂହ ସ୍ୱର୍ଣ୍ଣ ଲତା ସାମଲ  ମହିଳା ଜିଲ୍ଲା ସୁରକ୍ଷା ଅଧିକାରୀ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରମୁଖ ମହିଳା ସୁରକ୍ଷା ଅଧିକାର ନିର୍ଯ୍ୟାତନା ଆଇନ ସମ୍ପର୍କ ରେ ଅବଗତ କରି ଥିଲେ l କୋରେଇ ବ୍ଲକ ର ଅଧକ୍ଷl ସରପଞ୍ଚ ସମିତି ମେମ୍ବର ଅଙ୍ଗନବାଡି ବାଡ଼ି କ୍ରମି ସ୍ୱୟଂ ସହାୟକ ଗୋଷ୍ଟି ର ମହିଳା ମାନେ ଉପସ୍ଥିତ ଥିଲେ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking