17.1 C
Bhubaneswar
Sunday, December 21, 2025
Homeଓଡିଶାବ୍ୟାସନଗର ପୌରାଞ୍ଚଳ ଭେଣ୍ଡିଙ୍ଗଯୋନ କାର୍ଯ୍ୟକ୍ଷମ ପକ୍ଷରୁ କାନ୍ଥ ଓ ଚଟାଣ ଫାଟି ଆଁ ; ଭିଜିଲାନ୍ସ...

ବ୍ୟାସନଗର ପୌରାଞ୍ଚଳ ଭେଣ୍ଡିଙ୍ଗଯୋନ କାର୍ଯ୍ୟକ୍ଷମ ପକ୍ଷରୁ କାନ୍ଥ ଓ ଚଟାଣ ଫାଟି ଆଁ ; ଭିଜିଲାନ୍ସ ତଦନ୍ତ ଦାବି

ଯାଜପୁର : ସରକାର କା ମlଲ୍ ଦରିଆ ମେ ଡ଼ାଲ୍ କଥା ର ବ୍ୟାସନଗର, ପୌପରିଷଦର ଭେଣ୍ଡିଂ ଜୋନ କ୍ଷେତ୍ର ରେ ପ୍ରବୁଜ୍ୟ ଏକ କୋଟି, 66ଲକ୍ଷ 80ହଜାର ଟଙ୍କାର ନିର୍ମିତ ବେଣ୍ଡିଂ ଜୋନ କାର୍ଯ୍ୟ କ୍ରମ ହେବା ପୁର୍ବ ରୁ କାନ୍ଥ ଫାଟି ଆଁ କରିବା ସଙ୍ଗେ ଚଟାଣ ରୁ ଫାଟି ଖlଲ୍ ହୋଇ ଗଲାଣି l ବିଗତ ସରକାର ସମୟ ପୁର୍ବ ତନ ବିଧାୟକ ଙ୍କ ଖାସ ଠିକାଦାର ଙ୍କୁ କାର୍ଯ୍ୟ ଦେଶ ଦିଅ ଯାଇ ଥିଲା ନିମ୍ନ ମାନ ର କାର୍ଯ୍ୟ କରୁ ଥିବାରୁ ସହର ବସି କହିଛନ୍ତୀ ସରକାର କା ମାଲ୍, ଦରିଆ ମେ ଡାଲ୍ ସଦୃଶ୍ୟ ଚୋରୋଦ ଭେଣ୍ଡିଙ୍ଗ ଜୋନ ଦୀର୍ଘଦିନ ଧରି ବ୍ୟାସନଗର ପୌରାଞ୍ଚଳର ଦୈନିକ ମାର୍କେଟ ସମସ୍ୟା ଦେଖା ଯାଇଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ନ ହେବା ଯୋଗୁ ଏଠାକାର ଜନସାଧାରଣ ନାହିଁ ନଥିବା ଅସୁବିଧାରେ ସମୁଖୀନ ହେଉଛନ୍ତି l ସହର ର ଭୌଗଳିକ ଦୃଷ୍ଟିକୁ ଆଖିଆଗରେ ରଖି ଚୋରଦା, କୋପଣ୍ଡ ଓ ଗ୍ରୀନ ମାର୍କେଟ ଠାରେ ପୃଥକ ପୃଥକ ସ୍ଥାନରେ ରେ ଦୈନିକ ବଜ଼ାର ଖୁଲା ଯିବାର ଆର୍ଥିକ ଅଟକଳ କରାଯାଇଥିଲେ ମଧ୍ୟ ଏ ଯାବତ ସମସ୍ୟା ର ସ୍ଥାୟୀ ବ୍ୟବସ୍ତା ନହେବାଯୋଗୁ ରାସ୍ତା କଡରେ ବାଧ୍ୟ ହୋଇ ଉଠା ଦୋକାନୀ ମାନେ ବସି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବୋଲି ଉଠା ଦୋକାନୀ ସଂଘ ର ସଭାପତି ବିଦ୍ୟାଧର ମହାନ୍ତି ତୁରନ୍ତ ଭେଣ୍ଡିଙ୍ଗ ଯୋନ ନିର୍ମାଣ କରିବା ଓ ଚୋରଦା ଠାରେ ପ୍ରସ୍ତୁତ ଭେଣ୍ଡିଙ୍ଗ ମାର୍କେଟ ରେ ହୋଇଥିବେ ବ୍ୟାପକ ଦୁର୍ନୀତି ର ଉଚ୍ଚାସ୍ତରୀୟ ତଦନ୍ତ ପାଇଁ ଶ୍ରୀ ମହାନ୍ତି ଦାବି କରିଛନ୍ତି l ଏଠାରେ ସୂଚନା ଯୋଗ୍ୟ ଚୋରଦା ଠାରେ ନିର୍ମାଣଧିନ ମାର୍କେଟ ଟି ୧କୋଟି ୬୬ ଲକ୍ଷ ୮O ହଜ଼ାର ଟଙ୍କା ଖର୍ଚ୍ଚ କରାଯାଇ ତତ କାଳୀନ ବି ଜେ. ଡି ବିଧାୟକ ୨୮. ୧. ୨୪ ରିଖ ରେ ଉଦଘାଟନ କରିଥିଲେ ମଧ୍ୟ କାହିଁକି କାର୍ଯ୍ୟକ୍ଷମ ହୋଇପାରୁନି ପୌରଅଧକ୍ଷ କୁ ପ୍ରଶ୍ନ କରିବା ସହ ଏହା ଭାଙ୍ଗି ଯିବା ଘଟଣା କୁ ଦୃଢ଼ ସମାଲୋଚନା କରିବା ସହିତ ଠିକାଦାର ଙ୍କ ଠାରୁ ଏହି ଅର୍ଥ ଅସୁଲ କରାଯାଉ ନଚେତ ଭିଜିଲାସନ୍ସ ତଦନ୍ତ କରିବାକୁ ଶ୍ରୀ ମହାନ୍ତି ଦାବି କରିଛନ୍ତି l  ଭେଣ୍ଡିଙ୍ଗଯୋନ ନିର୍ମାଣ ଓ କାର୍ଯ୍ୟକ୍ଷମ ପୂର୍ବରୁ ଭାଗିବା ଏକବଡ ଦୁର୍ନୀତିର ମହାଘୋଟଲା ତଦନ୍ତ ଦାବି କରିଚନ୍ତି ବିଦ୍ୟାଧର ମହାନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking