Homeଅପରାଧମା’କୁ ମାରିଦେଲା ମଦ୍ୟପ ପୁଅ ଅପରାଧଓଡିଶା ମା’କୁ ମାରିଦେଲା ମଦ୍ୟପ ପୁଅ By Ona Khabara 27/07/2024 Share FacebookTwitterPinterestWhatsAppLinkedinReddItTelegram ବଲାଙ୍ଗୀର : ସଇତାନ ପୁଅର ବର୍ବର କାଣ୍ଡ । ମଦ ବାରଣ କରିବାରୁ ବାପା- ମା’କୁ ଆକ୍ରମଣ କରିଥିଲା ପୁଅ । ବାପା- ମା’କୁ କାଠ ଫାଳିଆରେ ଆକ୍ରମଣ କରିଥିଲା ନୃଶସଂ ପୁଅ । ମଦ୍ୟପ ପୁଅର ଆକ୍ରମଣରେ ମା’ ମୃତ୍ୟୁ ହୋଇଥିବା ବେଳେ, ଗୁରୁତର ଅବସ୍ଥାରେ ବାପାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । Share FacebookTwitterPinterestWhatsAppLinkedinReddItTelegram Previous articleଭାଲୁ ଆକ୍ରମଣରେ ମହିଳା ଗୁରୁତରNext articleପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ମୋହନ ମାଝୀ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା ସଟ୍ସର୍କିଟ୍ରୁ ଜଳିଲା ଏସି: ଫ୍ରିଜ୍ ଓ ଘରୋଇ ସାମଗ୍ରୀ ନଷ୍ଟ ଓଡିଶା ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ: ୨୫ ତାରିଖ ଯାଏଁ ସମୁଦ୍ର ପ୍ରବେଶ... ଓଡିଶା ୫ ଓରାଂଉଟାନ୍ଙ୍କ ସ୍ୱାସ୍ଥ୍ୟରେ ସୁଧାର ଓଡିଶା ପଞ୍ଚାନନଙ୍କୁ ପୃଥ୍ୱୀରାଜଙ୍କ କଡା ଜବାବ