32.1 C
Bhubaneswar
Friday, October 18, 2024
Homeଓଡିଶାଯୋଗାଣ ମନ୍ତ୍ରୀଙ୍କ ଚେତାବନୀ ; ୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ ; ୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ବୃଦ୍ଧି ପାଉଛି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଆମଦାନି ହେଉ ନ ଥିବା କାରଣରୁ ଦର ବଢୁଥିବା ବ୍ୟବସାୟୀ କହୁଛନ୍ତି। ତେବେ ଏହି ସମୟରେ ଆଳୁ ବ୍ୟବସାୟୀଙ୍କୁ ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ ଦେଇଛନ୍ତି । ୩୨ ଟଙ୍କାରୁ ଅଧିକ ଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି । ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ୧୩୫ ଟଙ୍କାରେ ୫ କିଲୋ ଆଳୁ ଆଣି ଥିବା ସେ କହିଛନ୍ତି । ଆଳୁ ସଂକଟକୁ ନେଇ ଆଜି ଅପରାହ୍ମରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ ବୋଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking