25.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମସ୍କ

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ମସ୍କ

 

ନୂଆଦିଲ୍ଲୀ : ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସର ମାଲିକ ଏଲୋନ୍ ମସ୍କ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଆକାଉଣ୍ଟ୍‌ରେ ୧୦ ମିଲିୟନ ଫଲୋୟର୍ସ ହେବା ପରେ ସେ ବିଶ୍ବର ଅଗ୍ରଣୀ ନେତା ଭାବରେ ଜଣାଯାଇଛନ୍ତି। ଏହି ଅବସରରେ ମସ୍କ ତାଙ୍କୁ ମାଇକ୍ରୋବ୍ଲଗିଂ ସାଇଟରେ ଏହି ରେକର୍ଡ ରେକର୍ଡ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। ସବୁଠାରୁ ଅଧିକ ଫଲୋୟର୍ସ ଥିବା ବିଶ୍ୱ ନେତା ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking