କଟକ : ଯିଏ ଦିନେ ମୋତେ ଭଲପାଉଥିଲା ସେ ଆଜି ମୋତେ କେତେ ହଇରାଣ କରୁଛନ୍ତି । ମିଛ ଅଭିଯୋଗ କରି ହଇରାଣ କରିବା ବନ୍ଦ କରନ୍ତୁ । ବର୍ଷାଙ୍କୁ ନେଇ ଅନୁଭବ ଅସନ୍ତୋଷ । ଅଭିଯୋଗ ପ୍ରମାଣ ଥିଲେ କୋର୍ଟ ଆସି ଜଣାନ୍ତୁ । ୨୩ ଜୁଲାଇରେ ମାମଲା ପରବର୍ତ୍ତୀ ଶୁଣାଣି ।