27.1 C
Bhubaneswar
Saturday, October 19, 2024
Homeଓଡିଶାଭାଲୁ ଆକ୍ରମଣରେ ଗୁରୁତର ହେଲେ ବୃଦ୍ଧ

ଭାଲୁ ଆକ୍ରମଣରେ ଗୁରୁତର ହେଲେ ବୃଦ୍ଧ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଶରୀପୁର ପଂଚାୟତ ଜାମପଦା ଗାଁରେ ଘଟିଛି ଅଭାବନୀୟ ଘଟଣା । ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର । ଆହତ ବୃଦ୍ଧ ଜଣଙ୍କ ସମା ସିଂ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ରାତିରେ ସମା ବିଲକୁ ଚାଷ କରିବାକୁ ଯାଇଥିବା ବେଳେ ଭାଲୁ ମାଡିବସିଥିଲା ।ଫଳରେ ସମା ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡିରହିଥିଲେ । ଯାହାକୁ ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ । ତେବେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନା ନେଇଥିଲେ ଏବଂ ସେଠାରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking