21.1 C
Bhubaneswar
Sunday, November 24, 2024
Homeଓଡିଶାଲୋକନାଥଙ୍କୁ ମୁଣ୍ଡିଆ ମାରି ପ୍ରବେଶ କଲେ ଟିମ୍, ଚାବି ଫିଟେଇବା ପାଇଁ ଉଦ୍ୟମ ଜାରି

ଲୋକନାଥଙ୍କୁ ମୁଣ୍ଡିଆ ମାରି ପ୍ରବେଶ କଲେ ଟିମ୍, ଚାବି ଫିଟେଇବା ପାଇଁ ଉଦ୍ୟମ ଜାରି

ପୁରୀ : ପୁରୀ ଲୋକନାଥ ମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ । ରତ୍ନଭଣ୍ଡାର ଚାବି ଫିଟେଇବା ପାଇଁ ଉଦ୍ୟମ ଚାଲିଛି । ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଟ୍ୱିଟ କରି କହିଛନ୍ତି ହେ ପ୍ରଭୁ ତୁମେ ନୀଳମୟ ।ତୁମ ଇଚ୍ଛାରେ ଦୀର୍ଘ ୪୬ ବର୍ଷ ପରେ ଖୋଲା ଗଲା ରତ୍ନଭଣ୍ଡାର । ଏହି କାର୍ୟ୍ୟ ନିଶ୍ଚିନ୍ତ ସଫଳ ହେବ ମୋର ବିଶ୍ୱାସ । ତୁମ ଇଛାରେ ଓଡ଼ିଆ ଜାତି ଆଗକୁ ବଢୁଛି ।ଓଡ଼ିଆ ଅସ୍ମିତାର ପରିଚୟ ନେଇ ଆଗକୁ ବଢୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking