28.1 C
Bhubaneswar
Thursday, September 19, 2024
Homeଓଡିଶାପୁଣି ଉଠିଲା ପୂର୍ବ ପଶ୍ଚିମ କଳି

ପୁଣି ଉଠିଲା ପୂର୍ବ ପଶ୍ଚିମ କଳି

ଭୁବନେଶ୍ୱର : ଭଜନ ବିବାଦରେ ଘିଅ ଢାଳିଲେ ଅଭିନେତା ମନୋଜ ମିଶ୍ର । ସୋସିଆଲ ମିଡାଆରେ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା । ପଶ୍ଚିମ ଓଡିଶାକୁ ଟାର୍ଗେଟ କରାଯାଉଥିବା ଅଭିଯୋଗ କଲେ ମନୋଜ । ଜଗନ୍ନାଥ ଭଜନକୁ ପରିହାସ କରି ଗାଇବାକୁ ନେଇ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ନାଁରେ ଥାନାରେ ଏତଲା ଦିଆଯାଇଛି । ସୋସିଆଲ୍ ମିଡିଆରେ ବି ଉଭୟ କଣ୍ଠଶିଳ୍ପୀଙ୍କୁ ସମାଲୋଚନା କରିଛନ୍ତି ଲୋକେ । ଏପରିକି ସେମାନଙ୍କୁ ବୟକଟ୍ ଓ ଅନଫଲୋ କରିବାକୁ ବି ଆହ୍ବାନ ଦିଆଯାଇଥିଲା । ତେବେ ଏହି ବିବାଦ ନିଆଁରେ ଘିଅ ଢାଳିଛନ୍ତି ଅଭିନେତା ମନୋଜ ମିଶ୍ର । ପଶ୍ଚିମ ଓଡିଶାକୁ ଜାଣିଶୁଣି ଟାର୍ଗେଟ୍ କରାଯାଉଥିବା ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ମନୋଜ । ତେବେ ସେ ପପୁ ପମପମ ଓ କୁନା ତ୍ରିପାଠୀଙ୍କର ଦୁଇଟି ଭିଡିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କ ବହୁ ପରିଚିତ ଭଜନ ଶୈଳୀରେ ପପୁ ପମପମ ଏକ କମେଡି ଗୀତ ଗାଉଥିବା ଭିଡିଓ ରହିଛି । ସେଥିରେ ମନୋଜ ଲେଖିଛନ୍ତି, ପପୁ ପମପମଙ୍କ ଭାଗ୍ୟ ଭଲ ସେ ପଶ୍ଚିମ ଓଡିଶାରେ ଜନ୍ମ ହୋଇନାହାନ୍ତି, ନହେଲେ ତାଙ୍କ ହାଲ୍ ବି ହ୍ୟୁମାନ ସାଗର ଓ ରୁକୁ ସୁନାଙ୍କ ଭଳି ହୋଇଥାନ୍ତା।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking