26.1 C
Bhubaneswar
Sunday, October 6, 2024
Homeଓଡିଶାଦବିଲା ଆଇଗିଣିଆ ଓଭର ବ୍ରିଜ୍‌

ଦବିଲା ଆଇଗିଣିଆ ଓଭର ବ୍ରିଜ୍‌

ଭୁବନେଶ୍ୱର : ଦବିଲା ଆଇଗିଣିଆ ଓଭର ବ୍ରିଜ । ଭୁବନେଶ୍ୱର ଡୁମୁଡୁମା ନିକଟରେ ଜାତୀୟ ରଜପଥ ଦବିଗଲା । ବ୍ୟସ୍ତବହୁଳ ୧୬ ନମ୍ବର ଜାତୀୟ ରାଜପଥ ହଠାତ୍ ଦବିଗଲା । ଦବି ଯାଇଥିବା ଗତରେ ଫସିଲା ମିନି ଟ୍ରକ । ଏନ୍‌ଏଚ୍ କତ୍ତୃପକ୍ଷଙ୍କ ଉଦ୍ଧାରକାରୀ ଟିମ୍ ମିନି ଟ୍ରକକୁ ଉଦ୍ଧାର କଲା । ତେବେ ବିପଦଶଙ୍କୁଳ ଅବସ୍ଥାରେ ଚାଲିଛି ଯାତାୟତ ।

ପାଣି ଅଭାବରୁ ଧାନ ତଳି ପଡି ନାହିଁ ; ଚିନ୍ତାରେ ଚାଷୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking