25.1 C
Bhubaneswar
Thursday, February 12, 2026
Homeଅପରାଧଅଧାପୋତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ଅଧାପୋତା ମୃତଦେହ ଉଦ୍ଧାର ; ହତ୍ୟା ସନ୍ଦେହ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ଗଙ୍ଗାସାଗର କର୍ଲାକଟା ଡ୍ୟାମ ନିକଟରୁ ଅଧାପୋତା ମୃତଦେହ ଠାବ ହୋଇଛି। ମୃତକଙ୍କର କେବଳ ପାଦ ଦିଶୁଛି। ଅନ୍ୟ ଅଙ୍ଗ ପୋତାଯାଇଛି। ଏନେଇ ସ୍ଥାନୀୟ ଅଧିବାସୀ ପୁଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପାଟଣାଗଡ଼ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରେ ରକ୍ତ ଛିଟା ପଡ଼ିଥିବା ହେତୁ, ହତ୍ୟା ପରେ କେହି ଦୁର୍ବୃତ୍ତ ମୃତଦେହକୁ ପୋତିଦେଇଥିବା ସନ୍ଦେହ କରାଯାଉଛି। ଏଣେ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଆସି ପହଞ୍ଚିବା ପରେ ଶବକୁ ଖୋଳାଯିବ ବୋଲି ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking