29.1 C
Bhubaneswar
Wednesday, April 15, 2026
Homeଓଡିଶାଚଳନ୍ତା ବସରେ ଲାଗିଲା ନିଆଁ

ଚଳନ୍ତା ବସରେ ଲାଗିଲା ନିଆଁ

କଟକ: ପୁଣି ଚଳନ୍ତା ବସରେ ନିଆଁ । କଟକ ଖାନନଗର ଛକରେ ବସରେ ଅଗ୍ନିକାଣ୍ଡ । ପଛ ଡିକିରେ ଲାଗିଲା ନିଆଁ । ଜୀବନ ବିକଳରେ ବସରୁ ଓଲ୍ହାଇ ପଡିଲେ ସମସ୍ତ ଯାତ୍ରୀ । କଟକରୁ ଢେଙ୍କାନାଳ ଓ କାମାକ୍ଷାନଗର ଯାଉଥିଲା ବବସ୍ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା ଉଦ୍ୟମ ଜାରି ରଖିଛି । ଏନେଇ ଅଗ୍ନିକାଣ୍ଡ କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ଋଣ ଟଙ୍କା ପାଇଁ ବାପାକୁ ହତ୍ୟା କରିଥିଲା ପୁଅ : ଡିସିପି ପ୍ରତୀକ ସିଂ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking