20.1 C
Bhubaneswar
Saturday, December 6, 2025
Homeଓଡିଶାପୁଣି ବଜ୍ରାଘାତରେ ଗଲା ଆଉ ଏକ ଜୀବନ

ପୁଣି ବଜ୍ରାଘାତରେ ଗଲା ଆଉ ଏକ ଜୀବନ

ଯାଜପୁର : ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଞ୍ଚଳରେ ବଜ୍ରାଘାତରେ ଚାଲିଯାଇଛି ଛାତ୍ରଙ୍କ ଜୀବନ । ମଙ୍ଗଳବାର ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡଘଡି ସହ ବର୍ଷା ମଧ୍ୟ ହୋଇଥିଲା । ଛାତ୍ର ଜଣକ ଅପରାହ୍ନରେ ସ୍କୁଲରୁ ଘରକୁ ଆସୁଥିବା ସମୟରେ ଘଡଘଡି ସହ ବର୍ଷା ହୋଇଥିଲା । ଏହି ସମୟରେ ଛାତ୍ର ଜଣକ ଗଛ ତଳେ ଛିଡା ହୋଇଥିଲା । ଦୁର୍ଭାଗ୍ୟବଶତଃ , ବଜ୍ରାଘାତରେ ଛାତ୍ରଙ୍କ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ସ୍ଥାନୀୟ ଲୋକ ଛାତ୍ର ଜଣକୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେଠାରେ ମୃତ ବୋଲି ଘୋଷଣା କରିଥିଲେ । ଏହି ଘଟଣା ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking