22.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶଆସନ୍ତା କାଲି ୧୮ତମ ଲୋକସଭାର ପ୍ରଥମ ଅଧିବେଶନ

ଆସନ୍ତା କାଲି ୧୮ତମ ଲୋକସଭାର ପ୍ରଥମ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା କାଲି ୧୮ତମ ଲୋକସଭାର ପ୍ରଥମ ଅଧିବେଶନ। କେନ୍ଦ୍ରରେ ନୂଆ ସରକାର ଗଠନ ପରେ ଏହା ହେଉଛି ପ୍ରଥମ ଅଧିବେଶନ। ଏହି ଅଧିବେଶନରେ ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ କରିବେ । ଆସନ୍ତାକାଲି ଏହି ଅଧିବେଶନରେ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ହୋଇଥିବା ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ ନବନିର୍ବାଚିତ ଲୋକସଭା ସାଂସଦଙ୍କୁ ଶପଥ ପାଠ କରାଇବେ। ଚଳିତ ମାସ ୨୬ ତାରିଖରେ ନୂଆ ଲୋକସଭା ବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଜୁନ୍ ୨୭ ତାରିଖରେ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦବୋଧନ ଦେବେ। ଚଳିତ ମାସ ୨୭ ତାରିଖରୁ ରାଜ୍ୟସଭା ଅଧିବେଶନ ଆରମ୍ଭ ହେବ। ତେବେ ଜୁଲାଇ ମାସ ୩ ତାରିଖରେ ସଂସଦ ଅଧିବେଶନ ଶେଷ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking