29.1 C
Bhubaneswar
Saturday, September 28, 2024
Homeଓଡିଶାଖରସ୍ରୋତାରେ ବୁଡି ବୃଦ୍ଧ ମୃତ

ଖରସ୍ରୋତାରେ ବୁଡି ବୃଦ୍ଧ ମୃତ

ଯାଜପୁର : ଖରସ୍ରୋତା ନଦୀରେ ବୁଡ଼ି ବୃଦ୍ଧ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ବିଂଝାରପୁର ଥାନା ଅନ୍ତର୍ଗତ ଚନ୍ଦ୍ରମୁଁ ଗ୍ରାମରେ । ମୃତକ ହେଲେ ସ୍ଥାନୀୟ ଗ୍ରାମର ଦାମୋଦର ପୁହାଣ । ସୂଚନା ମୁତାବକ ଦାମୋଦର ଆଜି ଗାଧୋଇବାକୁ ଯାଇ କୌଣସି କାରଣରୁ ନଦୀରେ ବୁଡ଼ି ଯାଇଥିଲ। ସ୍ଥାନୀୟ ଲୋକେ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ବିଂଝାରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ବିଂଝାରପୁର ପୋଲିସ ମୃତ ଶରୀରକୁ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପଠେଇ ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking