ଝାରସୁଗୁଡା : କୋର୍ଟ ଛାତରୁ ଡେଇଁ ବିଚାରାଧୀନ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ । କୋର୍ଟର ଦ୍ୱିତୀୟ ମହଲାରୁ ଡେଇଁ ପଡିଲେ ବିଚାରାଧୀନ ବନ୍ଦୀ । ଗୁରୁତର ଅବସ୍ଥାରେ ସଂପୃକ୍ତ ବନ୍ଦୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି । ଏକ ଦୁଷ୍କର୍ମ ମାମଲାରେ କୋର୍ଟକୁ ହାଜିରା ପାଇଁ ଆସିଥିଲେ ।