ଭୁବନେଶ୍ୱର : ନବୀନ ନିବାସରେ ଆର୍ଶୀବାଦ ବେହେରା ଓ ସଞ୍ଜୟ ବେହେରା । ୧୫ କର୍ପୋରେଟଙ୍କ ସହ ପହଞ୍ଚିଲେ ଉଭୟ ଆର୍ଶୀବାଦ ଓ ସଞ୍ଜୟ । କଟକ ବାରବାଟୀର ଦାବିଦାର ଥିଲେ ସଞ୍ଜୟ ବେହେରା । ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ବିରୋଧ କରି ଆସିଥିବା ଚର୍ଚ୍ଚା ।