ଆଜି ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ

ଭୁବନେଶ୍ୱର: ଆଜି ମହାବିଷୁବ ସଂକ୍ରାନ୍ତି । ଏହାକୁ ଓଡିଆ ନବବର୍ଷ ବୋଲି ମଧ୍ୟ କୁହାଯାଏ । ଏନେଇ ଉତ୍ସବ ମୁଖର ଗାଁ ଠୁ ସହର । ଓଡିଆ ନବ ବର୍ଷ ଉପଲକ୍ଷେ ଆଜି ଠାରୁ ରାଜ୍ୟରେ ପ୍ରଚଳନ ହେବ ନୂଆ ପଞ୍ଜିକା । ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ବୋଲି କୁହାଯାଏ । ଆଜିଠୁ ନୂଆ ବର୍ଷ ଆରମ୍ଭ ହୋଇଥିବାରୁ ପ୍ରତିଟି ଓଡିଆଙ୍କ ଘରେ ଓ ମନ୍ଦିର ଗୁଡିକରେ ସ୍ବତନ୍ତ୍ର ରୀତିନୀତି ଅନୁଯାଇ ପୂଜାର୍ଚ୍ଚନା କରାଯାଏ … Continue reading ଆଜି ପଣା ପିଇ ନବବର୍ଷ ପାଳୁଛନ୍ତି ଓଡିଆ