ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ପୂବର୍ତନ ବିଧାୟକ ତଥା ଜେଣ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଭୋବ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୁଖତାର୍ ଅନସାରୀଙ୍କୁ ୩୩ ବର୍ଷ ପୁରୁଣା ଏକ ମାମଲୋର ଆଜି ଆଜୀବନ କାରାଦଣ୍ଡେର ଦଣ୍ଡିତ କରାଯାଇଛି । ପ୍ରକାଶ, ୩୩ ବଷ,ର୍ ୩ ମାସ ଏବଂ ୧୦ ଦିନ ପୁରୁଣା ଗାଜିପୁର ନକଲି ଅସ୍ତ୍ର ଲାେଇସନ୍ସ ମାମଲୋର ତାଙ୍କୁ ଏହି ଦଣ୍ଡୋଦଶ ମିଳିଛି । ଏତଦ୍ବ୍ୟତୀତ ତାଙ୍କ ଉପେର ୨ଲକ୍ଷ ୨ହଜାର ଟଙ୍କାର ଜୋରିମାନା ଦଣ୍ଡ ମଧ୍ୟ ଲାଗୁ କରାଯାଇଛି । ଆଜି ସ୍ୱତନ୍ତ୍ର ଏମ୍ପି-ଏମ୍ଏଲ୍ଏ କୋଟର୍ରେ ଏହି ମାମଲାର ଶୁଣାଣି ହୋଇଥିବା େବେଳ ମୁଖତାର ଭିଡିଓ କନଫେରନ୍ସିଂ ଜରିଅୋର କୋଟର୍ରେ ହାଜର ହୋଇଥେôଲ ।
ସମ୍ପ୍ରତି ମୁଖତାର, ଉତ୍ତରପ୍ରେଦଶ ବାନ୍ଦା ଜେଲ୍େର କଏଦୀ ଜୀବନ ଅତିବାହିତ କରୁଥିବା େବେଳ ତାଙ୍କ ଦଣ୍ଡୋଦଶ ସାମ୍ନାକୁ ଆସିଛି । ଏହାକୁ ମିଶାଇ ମୁଖତାରଙ୍କୁ ୨ଟି ମାମଲୋର ଆଜୀବନ କାରାଦଣ୍ଡ ଭଳି ଦଣ୍ଡେର ଦଣ୍ଡିତ କରାଯାଇଛି । ଏହପୂବର୍ରୁ ଜୁନ୍ ୫, ୨୦୨େ୩ର ଏକ ହତ୍ୟାକାଣ୍ଡ ମାମଲୋର ମଧ୍ୟ ଏମ୍ପି-ଏମ୍ଏଲ୍ଏ କୋର୍ଟ ମୁଖତାରଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥେôଲ । ସେହିପରି ବାକି ୬ଟି ମାମଲୋର ମଧ୍ୟ ମୁଖତାର ଦୋଷୀ ସାବ୍ୟସ୍ତ ହୋଇସାରିଥିବା େବେଳ କେବଳ ଦଣ୍ଡୋଦଶ ଆସିବା ବାକି ରହିଛି ।