ବ୍ୟୁରୋ : ଗର୍ଭବତୀଙ୍କୁ ସରକାରୀ ନିଯୁକ୍ତିରୁ ବଞ୍ଚିତ କରାଯାଇ ପାରିବ ନାହିଁ । ଏକ ପିଟିସନ୍ର ବିଚାର କରି ରାୟ ଶୁଣାଇଲେ ଉତ୍ତରାଖଣ୍ଡ ହାଇକୋର୍ଟ । ଗର୍ଭବତୀଙ୍କ କ୍ଷେତ୍ରରେ ସରକାରୀ ନିଯୁକ୍ତିରେ ଫିଟ୍ନେସ ନିୟମକୁ ରଦ୍ଦ କଲେ ହାଇକୋର୍ଟ । ମାତୃତ୍ୱ ଏକ ମହାନ ଆଶୀର୍ବାଦ କହି କଟକଣା ହଟାଇଲେ କୋର୍ଟ ।
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ ହେଲା ଦେଶର ସବୁଠୁ ବଡ଼ କେବଲ୍ ବ୍ରିଜ୍