ରାଜଗାଙ୍ଗପୁର : ଭୁଜାଲିରେ ହାଣି ପେଟ୍ରୋଲ ପମ୍ପ କର୍ମଚାରୀଙ୍କଠୁ ଲୁଟ୍ । ଜମପାଲି ଛକରେ ଭୁଜାଲି ମାଡ କରି ଲୁଟି ନେଲେ ୨ ଲକ୍ଷ ଟଙ୍କା । ୪ ଦୁର୍ବୃତ୍ତ ବାଇକରେ ଆସି ଲୁଟ୍ କରିଥିବା ନେଇ ଅଭିଯୋଗ । ଗୁରୁତର ଅବସ୍ଥାରେ ପେଟ୍ରୋଲ ପମ୍ପ କର୍ମଚାରୀ ମେଡିକାଲରେ ଭର୍ତ୍ତି ।
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେଜ୍ରିୱାଲ୍ଙ୍କୁ ସପ୍ତମଥର ସମନ ପଠାଇଲା ଇଡି