ଭୁବନେଶ୍ୱର : ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜୀକରଣ ପାଇଁ ବାଟ ଫିଟିଲା । ଓଡିଶା ଆପାର୍ଟମେଣ୍ଟ ମାଲିକାନାସ୍ୱତ ଓ ପରିଚଳନା ନିୟମ ଆସିଲା । ଗୃହ ଓ ନଗର ଉନ୍ନୟନ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିରେ ବାସଗୃହ କ୍ରେତା ସଂଘ ଗଠନ ଓ ପଞ୍ଜୀକରଣ ନିୟମ ରହିଛି । ୨୦୨୩ ଅକ୍ଟୋବର ୧୩ରେ ଅନେଇ ଚିଠା ନିୟମ ପ୍ରକାଶ ପାଇଥିଲା ।