ଇାଲେଶ୍ୱର: ଦୁବୃତ୍ତଙ୍କ ଛୁରାମାଡରେ ଯୁବକ ଗୁରୁତର ହୋଇଥିବା ଖବର ସାମ୍ନାକୁ ଆସିଛି । ସହଦେବଖୁଣ୍ଟା ତେଲଙ୍ଗା ସାହିରୁ ଫେରିବା ବେଳେ ଛୁରାକାଡ ହୋଇଥିବା ଖବର ସାମ୍ନାକୁ ଆସିଛି । ୨ ଦୁବୃର୍ତ୍ତ ବାଇକରେ ଆସି ଛୁରାମାଡ କରିଥିବା ଖବର ସାମ୍ନାକୁ ଆସିଛି ।
ଯୁବକଙ୍କ ପେଟରେ ଛୁରାମାଡ ହୋଇଥିବା ବେଳେ ଯୁବକ ଜଣଙ୍କ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଖବର ସାମ୍ନାକୁ ଆସିଛି । ଆକ୍ରମଣ ପଛରେ ରେମୁଣା ବିଧାୟକଙ୍କ ହାତ ଥିବା ଯୁବକଙ୍କ ଅଭିଯୋଗ ରହିଛି । ବିଧାୟକ ଓ ପ୍ରଭାତ ବିଶ୍ୱାଳ ନାମକ ଠିକାଦାରଙ୍କ ହାତ ଥିବା ଅଭିଯୋଗ କରିଛନ୍ତି ଯୁବକ ଜଣଙ୍କ ।