ଭୁବନେଶ୍ୱର: ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ପ୍ରତିକ୍ରିୟା । ଗଣତାନ୍ତ୍ରିକ ଦେଶରେ ସମସ୍ତଙ୍କ ଅଧିକାର ଅଛି ବୋଲି କହିଲେ ମନ୍ତ୍ରୀ । କିନ୍ତୁ ନିଜ ଦାବି ପୂରଣ ପାଇଁ ଅନ୍ୟର ହକ୍ ଛଡେଇ ନେବା ଅନୁଚିତ୍ ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ।
ମୋତେ ଚକ୍ରାନ୍ତ କରି ଶ୍ରୀକାନ୍ତ ସାହୁ ଫସାଇବାକୁ ଚେଷ୍ଟା କରୁଛନ୍ତି: ସଂଯୁକ୍ତା