27.1 C
Bhubaneswar
Thursday, May 29, 2025
Homeଓଡିଶାଆସନ୍ତା ୨୫ରେ ଏନଆରଟିଏସ ପରୀକ୍ଷା

ଆସନ୍ତା ୨୫ରେ ଏନଆରଟିଏସ ପରୀକ୍ଷା

କଟକ : ଆସନ୍ତା ୨୫ ରେ ନ୍ୟାସନାଲ ରୁରାଲ ଟାଲେଣ୍ଟ ସ୍କଲାରସିପ (ଏନଆରଟିଏସ) ପରୀକ୍ଷା। । ରାଜ୍ୟର ୫୭ ହଜାର ୮୫୧ ଜଣ ଛାତ୍ରଛାତ୍ରୀ ଦେଉଛନ୍ତି ଏହି ପରୀକ୍ଷା। ରାଜ୍ ୩୭୦ ଟି କେନ୍ଦ୍ରରେ ହେବ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳନା କରୁଛି ପରୀକ୍ଷା। www.bseodisha.ac.in ୱେବସାଇଟରେ ଆଡ଼ମିଟ କାର୍ଡ ଉପଲବ୍ଧ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking