27.1 C
Bhubaneswar
Monday, March 17, 2025
Homeଓଡିଶାଖୁବଶୀଘ୍ର ବଣ୍ଟାଯିବ ଆବାସ:ଘର ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି

ଖୁବଶୀଘ୍ର ବଣ୍ଟାଯିବ ଆବାସ:ଘର ବଣ୍ଟନ ନେଇ ପ୍ରତିକ୍ରିୟା ରଖିଲେ ପ୍ରଶାନ୍ତ ମୁଦୁଲି

ଭୁବନେଶ୍ୱର: ଆବାସ ଯୋଜନାକୁ ନେଇ ବଡ ପ୍ରତିକ୍ରିୟା ଦେଇଛି ବିଜେଡି । ଦଳ ପକ୍ଷରୁ କୁହାଯାଇଛି ଖୁବଶୀଘ୍ର ବଣ୍ଟାଯିବ ଆବାସ । ରାଜ୍ୟର ୪ ଲକ୍ଷ ଘର କଟାଯାଇଛି । ଯେଉଁ ସବୁ ଘର ପ୍ରଦାନ କରାଯାଇଛି ତାହା ପାଇଁ କେନ୍ଦ୍ର ୭ରୁ ୮ ବର୍ଷ ସମୟ ନେଇଛନ୍ତି । ଆକ୍ରୋଶମୂଳକ ଭାବେ ଓଡିଶାକୁ ଘର ଦେବାରେ ବିଳମ୍ବ କରାଯାଇଛି । ଘର ଦେବା ପାଇଁ ସ୍ୱତନ୍ତ୍ର ନୀତିନିୟମ ରହିଛି । ତେବେ ଖୁବଶୀଘ୍ର ଆବାସ ଯୋଜନାରେ ଘର ବଣ୍ଟନ କରାଯିବ । ଏନେଇ ବିଜେଡି ମୁଖ୍ୟସଚେତକ ପ୍ରଶାନ୍ତ ମୁଦୁଲି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking