24.5 C
Bhubaneswar
Thursday, January 16, 2025
Homeଓଡିଶାବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ

ବଢୁଛି ହୀରାକୁଦର ଜଳସ୍ତର : ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦,୧୨୧ କ୍ୟୁସେକ ଜଳ

ଭୁବନେଶ୍ୱର: ବଢୁଛି ହୀରାକୁଦର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ମହାନଦୀର ଜଳସ୍ତର । ସକାଳ ୯ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର ୬୦୭ ଦଶମିକ ଶୂନ ଆଠ ଫୁଟ ଥିଲା । ଏବେ ପ୍ରତି ସେକେଣ୍ଡରେ ୯୦ ହଜାର ୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୩୯ ହଜାର ୮୭ କ୍ୟୁସେକ ଜଳ ।

ହିମାଚଳରେ ପୁଣି ବାଦଲ ଫାଟିଲା: ଭାସିଗଲା ଘର, ଏକାଧିକ ଗାଡି; ଜଣେ ମୃତ,୨୩ ଗୁରୁତର

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking