21.1 C
Bhubaneswar
Tuesday, February 11, 2025
Homeଓଡିଶାପ୍ରସନ୍ନଙ୍କ ଘରେ ବିଜେଡି ମେଳି !

ପ୍ରସନ୍ନଙ୍କ ଘରେ ବିଜେଡି ମେଳି !

ଭୁବନେଶ୍ୱର : ବରିଷ୍ଠ ନେତା ପ୍ରସନ୍ନ ଆଚାଯ୍ୟଙ୍କ ଘରେ ବିଜେଡି ନେତା ଏକାଠି ହୋଇଛନ୍ତି । ପ୍ରସନ୍ନ ଆଚାଯ୍ୟଙ୍କ ଘରେ ଏକାଠି ହୋଇଛନ୍ତି ବରିଷ୍ଠ ବିଜେଡି ନେତା । ଅଶୋକ ପଣ୍ଡା , ପ୍ରଫୁଲ୍ଲ ସାମଲ, ଭୂପିନ୍ଦର ସିଂ ପ୍ରମୁଖ ଉପସ୍ଥିତ ଅଛନ୍ତି । ତେବେ ବରିଷ୍ଠ ନେତା ପ୍ରସନ୍ନ ଆଚାଯ୍ୟଙ୍କ  ଘରେ  ବିଜେଡି ନେତାମାନେ କେଉଁ କାରଣ ପାଇଁ ଏକାଠି ହୋଇଚନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking